Mo Jeebana Pacche Narke Padithau O Anyanya Bhajana
ଡ. ହେନେରିଟା ମିଶ୍ର, ମିଥ୍-ପରମ୍ପରା-ଇତିହାସର ଗବାକ୍ଷ ଦେଇ ନାରୀ ଜୀବନର ଘାତ, ପ୍ରତିଘାତକୁ ସମକାଳୀନ କାବ୍ୟିକ ପ୍ରତିବେଦନ ଭିତରେ ଆକଳନ କରିଛନ୍ତି। ଯାହା 'ନାରୀ' ର ତଥାକଥିତ 'ବାମା' ସ୍ୱରୂପକୁ ଅସ୍ବୀକାର କରିବା ସହ ତାକୁ ଏକ ସ୍ୱତନ୍ତ୍ର 'ନାରୀସତ୍ତା'(ମଣିଷ) ଭାବରେ ବଞ୍ଚିବାକୁ ସ୍ପଷ୍ଟୋକ୍ତି ବାଢ଼ିଥିବାର ଦେଖିବାକୁ ମିଳେ। ନାରୀ ଜୀବନର 'ମିଥ୍ , ମୋଟିଫ୍ ଓ ମେଟାଫର୍' ତାଙ୍କର ଅନ୍ୟ ଏକ ସମାଲୋଚନା ମୂଳକ ପୁସ୍ତକ । ଯେଉଁ ପୁସ୍ତକରେ ସେ ନାରୀ ଜୀବନ ଓ ଜୀବିକାକୁ ନେଇ ଏକ କାବ୍ୟକ ପ୍ରତିଫଳନ ଦେଖାଇବାରେ ପ୍ରଚେଷ୍ଟା କରିଛନ୍ତି । ତାଙ୍କର ଭାବ,ଭାଷା,ଏବଂ ପ୍ରକାଶଭଙ୍ଗୀ ଅଭିନବ ।
If you have any questions before making a purchase chat with our online operators to get more information.
or find our Questions & Answers